One year of BJP Govt
ଓଡ଼ିଶା 

ମୋଦିସରକାର : ଦ୍ୱିତୀୟ ପାଳିର ପ୍ରଥମ ବର୍ଷ: ହିସାବ ଦେବେ ଶାହା

ମୋଦିସରକାର : ଦ୍ୱିତୀୟ ପାଳିର ପ୍ରଥମ ବର୍ଷ: ହିସାବ ଦେବେ ଶାହା ଭୁନେଶ୍ୱର : ଜୁନ ୭:କେନ୍ଦ୍ରରେ ବିଜେପି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ କରଯାଇଥିବା ଜନତା ସମ୍ବାଦ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କରୋନା ସଂକ୍ରମଣ ଯୋଗୁଁ ଡିଜିଟାଲ ପ୍ଲାଟଫର୍ମ (ଭିଡିଓ କନ୍‌ଫରେନ୍‌୍‌ସିଂ) ଜରିଆରେ ଶ୍ରୀ ଶାହା ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ । ଗତ ନିର୍ବାଚନ ସମୟରେ ବେଳେ ଦଳ ଦେଇଥିବା ପ୍ରତିଶୃତିକୁ କେନ୍ଦ୍ରସରକାର କେତେଦୁର ପାଳନ କରିଛନ୍ତି ତାର ହିସାବ କିତାବ ଦେବେ । […]
Read More...

Advertisement