Om Shanti
ଦେଶ- ବିଦେଶ 

ବିପିନ ରାୱତଙ୍କ ହେଲିକପ୍‌ଟରର ଦୁର୍ଘଟଣା ଘଟଣା: ଶେଷରେ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ

ବିପିନ ରାୱତଙ୍କ ହେଲିକପ୍‌ଟରର ଦୁର୍ଘଟଣା ଘଟଣା: ଶେଷରେ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ ତାମିଲନାଡ଼ୁ: ଡିସେମ୍ବର ୧୫: ସିଡିଏସ୍‌ ଜେନେରାଲ୍‌ ବିପିନ୍‌ ରାୱତଙ୍କ ହେଲିକପ୍‌ଟର ଦୁର୍ଘଟଣାରେ ଆହତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଆଜି ପରଲୋକ ଘଟିଛି । ବୁଧବାର ସକାଳ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଖବର ଅନୁସାରେ, ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଆଡ଼କୁ ଗତି କରିଥିଲା । ସେ ଉତ୍ତରପ୍ରଦେଶର ଦେବରିଆ ନିବାସୀ ଥିଲେ । ସୂଚନା ଥାଉଯେ, ତାମିଲନାଡୁର ନୀଳଗିରି ଜିଲ୍ଲାରେ ଥିବା କୁନୁରରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ହେଲିକପ୍‌ଟର ଦୁର୍ଘଟଣା […]
Read More...

Advertisement