olympic odia news
ଖେଳ 

ଅଲମ୍ପିକ୍ସରେ ଭାରତୀୟ ଖୋଳାଳୀଙ୍କ ଭଲ ପ୍ରଦର୍ଶନ

ଅଲମ୍ପିକ୍ସରେ ଭାରତୀୟ ଖୋଳାଳୀଙ୍କ ଭଲ ପ୍ରଦର୍ଶନ ଭୁବନେଶ୍ୱର: ଜୁଲାଇ ୨୯: ଟୋକିଓ ଅଲମ୍ପିକ୍ସର ଆଜି ସପ୍ତମ ଦିନରେ ଭାରତୀୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ପୁରୁଷ ସିଙ୍ଗଲସ୍‌୍‌ ତୀରନ୍ଦାଜରେ ଅତନୁ ଦାସ ବିଜୟୀ ହୋଇ ନିଜ ସ୍ଥାନକୁ ମଜଭୁତ୍‌ କରିଛନ୍ତି । ସେ ଦୁଇଥରର ଅଲମ୍ପିକ୍ସ ଚାମ୍ପିଆନ୍‌ ଦକ୍ଷିଣ କୋରିଆର ଓହ ଜିନ୍‌ ହୟେକ୍‌ଙ୍କୁ ସୁଟ୍‌ ଅଫ୍‌ ରାଉଣ୍ଡରେ ହରାଇଛନ୍ତି । ବ୍ୟାଡମିଣ୍ଟନ୍‌ ଷ୍ଟାର ପି ଭି ସିନ୍ଧୁ ଡେନ୍‌ମାର୍କ ଖେଳାଳୀ ମିଆ ବ୍ଲିଚ୍‌ଫେଲଫଙ୍କୁ ୨-୦ରେ ପରାସ୍ତ କରି କ୍ୱାଟର୍‌ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି […]
Read More...
ଖେଳ 

ପୁରୁଷ ତୀରନ୍ଦାଜ ଟିମ୍‌ କଲା ନିରାଶ

ପୁରୁଷ ତୀରନ୍ଦାଜ ଟିମ୍‌ କଲା ନିରାଶ ଦିଲ୍ଲୀ: ଜୁଲାଇ ୨୬: ଆଜି ଚତୁର୍ଥ ଦିନରେ ପହଞ୍ଚିଛ ଟୋକିଓ ଅଲମ୍ପିକ୍ସ । ପୁରୁଷ ତୀରନ୍ଦାଜରେ ଭାରତୀୟମାନଙ୍କୁ ନିରାଶ ହେବାକୁ ପଡ଼ିଛି । କାଜାଖିସ୍ତାନକୁ ୬-୨ରେ ପରାସ୍ତ କରି କ୍ୱାଟର ଫାଇନାଲ୍‌କୁ ଯାଇଥିବା ଭାରତୀୟ ତୀରନ୍ଦାଜ ଟିମ୍‌ ଦକ୍ଷିଣ କୋରିଆଠାରୁ ପରାସ୍ତ ହୋଇଛିି । ଅତନୁ ଦାସ, ପ୍ରଭୀନ ଯାଧବ ଏବଂ ତରୁଣଦୀପ ରାୟ ଆଜି ୟୁମେନୋଶିମା ପାର୍କରେ ଦକ୍ଷିଣ କୋରିଆ ଟିମ୍‌ଙ୍କ ସହ ସାମ୍ନାସାମ୍ନି ହୋଇଥିଲେ । ଏଥିରେ ଭାରତୀୟ ତୀରନ୍ଦାଜର ଟିମ୍‌ ୦-୬ରେ ପରାସ୍ତ […]
Read More...

Advertisement