olympic news update
ଦେଶ- ବିଦେଶ  ଓଡ଼ିଶା 

ସ୍ପେନକୁ ହରାଇଲା ପୁରୁଷ ହକି ଟିମ୍‌

ସ୍ପେନକୁ ହରାଇଲା ପୁରୁଷ ହକି ଟିମ୍‌ ଭୁବନେଶ୍ୱର: ଜୁଲାଇ ୨୭: ଟୋକିଓ ଅଲମ୍ପିକ୍ସର ଆଜି ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଉସିାହପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଦଳ ସ୍ପେନକୁ ୩-୦ରେ ପରାସ୍ତ କରିଛି । ଡ୍ରଗ୍‌ଫ୍ଲିକର ରୂପିନ୍ଦର ପାଲ ସିଂ ଦୁଇଟି ଗୋଲ୍‌ କରି ଭାରତୀୟ ହକି ଦଳକୁ ବିଜୟ ପଥ ଦେଖାଇଥିଲେ । ସେ ୧୫ରୁ ୫୧ ମିନିଟ ସମୟ ମଧ୍ୟରେ ଗୋଲ୍‌ କରିଥିବା ବେଳେ ସିମ୍‌ରନଜିତ ସିଂହ ୧୪ ମିନିଟ୍‌ ମଧ୍ୟରେ ଗୋଟିଏ ଗୋଲ୍‌ କରିଥିଲେ । […]
Read More...

Advertisement