olympic 2021
ଖେଳ  ଦେଶ- ବିଦେଶ  ଓଡ଼ିଶା 

ଦେଶ ପାଇଁ ପ୍ରଥମ ପଦକ ଜିତିଲେ ମୀରାବାଈ, ପିସ୍ତଲ୍‌ ସୁଟିଂ ଫାଇନାଲ୍‌ରେ ସୌରଭ ଚୌଧରୀ

ଦେଶ ପାଇଁ ପ୍ରଥମ ପଦକ ଜିତିଲେ ମୀରାବାଈ, ପିସ୍ତଲ୍‌ ସୁଟିଂ ଫାଇନାଲ୍‌ରେ ସୌରଭ ଚୌଧରୀ ଭୁବନେଶ୍ୱର: ଜୁଲାଇ ୨୪: ଟୋକିଓ ଅଲମ୍ପିକ୍ସର ମହାକୁମ୍ଭରେ ପ୍ରଥମ ଦିନରୁ ଖେଳାଳୀମାନଙ୍କ ଜୋର୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ୪୯ କେଜି ବର୍ଗର ଭାରଉତ୍ତୋଳନରେ ମୀରାବାଈ ରୌପ୍ୟ ପଦକ ଜିତି ଭାରତର ଗର୍ବ ବଢ଼ାଇଛନ୍ତି । ଏହାସହ ସେ ଚଳିତ ବର୍ଷ ଅଲମ୍ପିକ୍ସରେ ଦେଶର ପ୍ରଥମ ପଦକ ବିଜେତା ହୋଇଛନ୍ତି । ଭାରତୀୟ ଖେଳାଳୀ ସୌରଭ ଚୌଧରୀ ପୁରୁଷ ୧୦ ମିଟର ପିସ୍ତଲ୍‌ ସୁଟିଂ ପ୍ରତିଯୋଗିତାରେ ଫାଇନାଲକୁ ଯାଇଛନ୍ତି । ସେ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡରେ ୫୮୬ ପଏଣ୍ଟ […]
Read More...

Advertisement