old driver
Feature 

୮୬ ବର୍ଷରେ କାର୍‌ ରେସ୍‌ କରୁଛନ୍ତି ଟୋନି

୮୬ ବର୍ଷରେ କାର୍‌ ରେସ୍‌ କରୁଛନ୍ତି ଟୋନି ସାଧାରଣତଃ ୮୬ ବର୍ଷରେ ଜଣେ ବୃଦ୍ଧ ଘରେ ଆରାମ କରିଥାନ୍ତି । ଏହି ବୟସରେ ଜଣେ ନିଜ ନିଜର କାର୍ଯ୍ୟ କରିବାରେ ସକ୍ଷମ ହୁଅନ୍ତି ନାହିଁ । ହେଲେ ଆମେରିକାର ୮୬ ବର୍ଷୀୟ ଟୋନି ଡାଣ୍ଡେଓ ଏଭଳି ଏକ ରେର୍କଡ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟୋନି ଡାଣ୍ଡେଓ ୮୬ ବର୍ଷରେ ଦୁନିଆର ସବୁଠାରୁ ବୟସ୍କ ଡ୍ରାଇଭର ଭାବେ ରେକର୍ଡ କରିଛନ୍ତି । ସେ ‘ହାର୍ନେସ ରେସ୍‌’ ଜିତି ଏହି ରେର୍କଡକୁ ନିଜ ନାମରେ […]
Read More...

Advertisement