ojee examination starts rom today
ଦେଶ- ବିଦେଶ 

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ ଭୁବନେଶ୍ୱର: ଜୁଲାଇ ୦୪: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ ପରୀକ୍ଷା । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ବେସଡ୍‌ ପରୀକ୍ଷା ହେବ । ଏଥିପାଇଁ ମୋଟ ୫୭ ହଜାର ୯ ଶହ ୧୮ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେବେ ସର୍ବାଧିକ ଲାଟେରାଲ ଏଣ୍ଟ୍ରିଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି. ଫାର୍ମା ପାଇଁ ୧୨ ହଜାର ୨ ଶହ ୨୯ ଜଣ ଓ ଏମ୍ବିଏ ପାଇଁ ୧୦ […]
Read More...

Advertisement