OJEE Entrance
ଓଡ଼ିଶା 

ସେପେ୍‌ଟମ୍ବର ୬ରୁ ରାଜ୍ୟରେ ଜେଇଇ ପରୀକ୍ଷା ଆରମ୍ଭ

ସେପେ୍‌ଟମ୍ବର ୬ରୁ ରାଜ୍ୟରେ ଜେଇଇ ପରୀକ୍ଷା ଆରମ୍ଭ ଭୁବନେଶ୍ୱର, ଅଗଷ୍ଟ ୧୪: ଆସନ୍ତା ମାସ ସେପେ୍‌ଟମ୍ବର ୬ ତାରିଖରୁ ରାଜ୍ୟର ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପରୀକ୍ଷା ଆରମ୍ଭ ହେବାକୁଯାଉଛି । ଏହି ପରୀକ୍ଷା ସେପେ୍‌ଟମ୍ବର ୧୮ ତାରିଖ ଯାଏ ଚାଲିବ । ସମସ୍ତ ବିଷୟରେ ପରୀକ୍ଷା କମ୍ପୁ୍ୟଟର ବେସ୍‌ ଟେଷ୍ଟ ମାଧ୍ୟମରେ ହେବ । ପରୀକ୍ଷାର ପ୍ରତ୍ୟେକ ଦିନ ତିନିି ସିପଫରେ ପରୀକ୍ଷା କରାଯିବ । ଗଣେଶ ପୂଜା ଓ ନିଟ୍‌ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ । କେଉଁ ଦିନ […]
Read More...
ଓଡ଼ିଶା 

ଓଜେଇଇ ଅନ୍‌ଲାଇନ୍‌ ଆବେଦନ, ଫି ଦାଖଲ ସମୟ ବଢ଼ିଲା

ଓଜେଇଇ ଅନ୍‌ଲାଇନ୍‌ ଆବେଦନ, ଫି ଦାଖଲ ସମୟ ବଢ଼ିଲା ଭୁବନେଶ୍ୱର : ଜୁଲାଇ ୯: ଓଜେଇଇ ଅନ୍‌ଲାଇନ ଆବେଦନ ଏବଂ ଫି ଦାଖଲ ଅବଧି ବଢ଼ିଲା । ରାଜ୍ୟରେ ସାମ୍ପ୍ରତିକ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ବିଟେକ ପାଠ୍ୟକ୍ରମରେ ନାମଲେଖା ଲାଗି ହେବାକୁ ଥିବା ଓଜେଇଇ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଥିବା ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ କୁହାଯାଇଛି । ଓଜେଇଇ ପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ଅନ୍‌ଲାଇନରେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ । ଏଥିସହିତ ଫି […]
Read More...

Advertisement