Odisha Youth Cogress
ଓଡ଼ିଶା 

ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସରେ ଇ-କ୍ୟାମ୍ପେନ ରୋଜଗାର ଦିଅ

ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସରେ ଇ-କ୍ୟାମ୍ପେନ ରୋଜଗାର ଦିଅ ଭୁବନେଶ୍ୱର : ଅଗଷ୍ଟ ୮ :କ୍ରାନ୍ତି ଦିବସ ଅବସରରେ ଭାରତୀୟ ଯୁବ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଯୁବ କଂଗ୍ରେସର ପତାକା ଉତୋଳନ କରିବା ସହ ମିଷ୍ଟାନ୍ନ ବଂଟନ କରିଥିଲେ। ପରେ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଆଜିର ଦିନରେ ଆର ମ୍ଭ ହୋଇଥିବା କ୍ୟାମ୍ପେନ ‘ରୋଜଗାର ଦିଅ’ ମାଧ୍ୟମରେ ସାମାଜିକ ଦୂରତ୍ୱ ବଜାୟ ରଖି ଉଭୟ କେନ୍ଦ୍ର ବିଜେପି […]
Read More...

Advertisement