odisha traditional news
ଓଡ଼ିଶା 

ରାଜ୍ୟରେ ହେବାକୁ ଯାଉଥିବା ପୂଜା ପାର୍ବଣ ଲାଗି ନୂଆ ଗାଇଡଲାଇନ୍‌

ରାଜ୍ୟରେ ହେବାକୁ ଯାଉଥିବା ପୂଜା ପାର୍ବଣ ଲାଗି ନୂଆ ଗାଇଡଲାଇନ୍‌ ଭୁବନେଶ୍ୱର: ଅଗଷ୍ଟ ୧୦: କରୋନା ମହାମାରୀ ସମୟରେ ଓଡ଼ିଶାର ପୂଜା ପାର୍ବଣ ଲାଗି ଅନୁମତି ମିଳିଛି । ଏନେଇ ଆଗକୁ ହେବାକୁ ଯାଉଥିବା ସାର୍ବଜନୀନ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ କୋଭିଡକୁ ଦୃଷ୍ଟିରେ ରଖି କିଛି ଗାଇଡଲାଇନ ଜାରି ହୋଇଛି । ତେବେ ମଣ୍ଡପ ଓ ପେଣ୍ଡାଲରେ ପୂଜା କରିବା ନେଇ ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡଲାଇନ୍‌ରେ ଦର୍ଶାଯାଇଛି । ଜିଲ୍ଲାଗୁଡ଼ିକରେ ପୂଜା ପାଇଁ ଜିଲ୍ଲାପାଳ ଓ […]
Read More...

Advertisement