Odisha to resume bus service
ଓଡ଼ିଶା 

ଗଡିବ ଘରୋଇ ବସ୍‌ ୨୮ରୁ ଅଳ୍ପକିଛି, ପରେ ଚାଲିବ ସବୁ ବସ୍‌

ଗଡିବ ଘରୋଇ ବସ୍‌ ୨୮ରୁ ଅଳ୍ପକିଛି, ପରେ ଚାଲିବ ସବୁ ବସ୍‌ ଭୁବନେଶ୍ୱର: ୨୮ ତାରିଖରୁ ରାଜ୍ୟରେ ଗଡିବ ଘରୋଇ ବସ୍‌ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଘରୋଇ ବସ୍‌ ମାଲିକଙ୍କ ସହିତ ଆଲୋଚନା ପରେ ସରକାର ଓ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତିରେ ମୋଟାମୋଟି ଭାବେ ଉପନିତ ହୋଇଛନ୍ତି । ଫଳରେ ୨୮ରୁ ବସ ଚଳାଚଳ କରିବ ବୋଲି ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅଳ୍ପକିଛି ବସ୍‌ […]
Read More...

Advertisement