Odisha State Judo Association
ଖେଳ 

ଓଡ଼ିଶା ଜୁଡୋ ଇତିହାସ ରଚିଲା

ଓଡ଼ିଶା ଜୁଡୋ ଇତିହାସ ରଚିଲା ଭୁବନେଶ୍ୱର : ଗୁଜୁରାଟ ସରକାର ଓ ଭାରତୀୟ ଅଲିମ୍ପିକ ସଂଘର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୭ ତାରିଖଠାରୁ ଅକ୍‌ଟୋବର ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ୩୬ତମ ଜାତୀୟ କ୍ରୀଡ଼ା ପାଇଁ ପ୍ରଥମ ଥର ଓଡ଼ିଶା ରାଜ୍ୟ ଜୁଡୋ ସଂଘର ୪ ମହିଳା ଓ ୩ ପୁରୁଷ ମନୋନୀତ ହୋଇଛି । ଏହା ଓଡ଼ିଶା ଜୁଡୋ ଇତିହାସରେ ପ୍ରଥମ । ମନୋନୀତ ଜୁଡୋକାମାନେ ହେଲେ ତନିଷ୍କା ମନସ୍ୱିନୀ ସାହୁ (୪୮କେଜି), ଉର୍ମିଳା ସାହୁ (୫୨ କେଜି), ଦୁଲି […]
Read More...

Advertisement