Odisha Schools
ଓଡ଼ିଶା 

ଜୁନ ୧୭ ରେ ଖୋଲିବନି ସ୍କୁଲ୍

ଜୁନ ୧୭ ରେ ଖୋଲିବନି ସ୍କୁଲ୍ ଭୁବନେଶ୍ୱର: ମେ ୩୧:ଜୁନ୍‌ ୧୭ରେ ରାଜ୍ୟରେ ଖୋଲିବନି ସ୍କୁଲ । ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗଣଶିକ୍ଷା ବିଭାଗ । କରୋନା ମୁକାବିଲା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ରହିଛି । ତେବେ କେନ୍ଦ୍ର ସରକାର […]
Read More...
ଓଡ଼ିଶା 

ସୁହାଇଲା କରୋନା କଟକଣା; ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ୍‌

ସୁହାଇଲା କରୋନା କଟକଣା;  ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ୍‌ By Papu Mohanty ଭୁବନେଶ୍ୱର : May 15:  କରୋନା କଟକଣା ଯୋଗୁ ପ୍ରଥମ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଖୁସି ଖବର ଶୁଣାଇଛନ୍ତି ସରକାର । କରୋନା ପାଇଁ କେହି ହେବେନି ଫେଲ୍‌ । ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍‌ ହେବେ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପରପକ୍ଷରେ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁଥିବା ପିଲାମାନଙ୍କୁ ସର୍ତ୍ତମୂଳକ ଭାବେ ପାସ୍‌ କରିବାକୁ ମଧ୍ୟ […]
Read More...
ଓଡ଼ିଶା 

ବହି ବଣ୍ଟନଲାଗି ଏସ୍‌ଓପି ଜାରି; ମୋବାଇଲ୍‌ ମେସେଜ୍‌ ପାଇଲେ ଆସିବେ ଅଭିଭାବକ

ବହି ବଣ୍ଟନଲାଗି ଏସ୍‌ଓପି ଜାରି;  ମୋବାଇଲ୍‌ ମେସେଜ୍‌ ପାଇଲେ ଆସିବେ ଅଭିଭାବକ Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 09/05: ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିପାରୁନି । ପ୍ରାୟ ୧୫ଦିନ ହେଲା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ସବୁ ପିଲା ବହି ପାଇବାରୁ ବଞ୍ଚିତ ହୋଇଛନ୍ତି । କିଛି ସ୍ଥାନରେ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ବହି ବଣ୍ଟନ […]
Read More...

Advertisement