odisha's rajbhawan
ଓଡ଼ିଶା 

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅବହେଳାକୁ ନେଇ ବିଜେଡିର ଶୋଭାଯାତ୍ରା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅବହେଳାକୁ ନେଇ ବିଜେଡିର ଶୋଭାଯାତ୍ରା ଭୁବନେଶ୍ୱର : ଡିେମ୍ବେର ୦୧: ବିଜେପି ଶାସିତ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତେ ଅଧିକ ଘର ମିଳୁଛି । ଆଉ ଓଡ଼ିଶାକୁ କମ୍‌ ଘର ମିଳୁଛି ବୋଲି ଅଭିଯୋଗ କରି ଆଜି ବିଜେଡି ଶୋଭାଯାତ୍ରା କରିଛି । ଏହି ଶୋଭାଯାତ୍ରା ବିଧାନସଭାରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଛି । ଶୋଭାଯାତ୍ରାରେ ବହୁ ବିଧାୟକ ପଦ ଯାତ୍ରା କରି ରାଜଭବନ ସମ୍ମୁଖରେ ପହଞ୍ଚିଛନ୍ତି । ବିଜେଡିର ଅଭିଯୋଗ ଅନୁସାରେ, ଓଡ଼ିଶାକୁ ୧୩ ଲକ୍ଷ ଘର ଆବଶ୍ୟକତା ଥିବା […]
Read More...

Advertisement