Odisha registers 76 new cases
ଓଡ଼ିଶା 

ଓଡ଼ିଶାରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ କୁ ବୃଦ୍ଧି ହେଲା

ଓଡ଼ିଶାରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ କୁ ବୃଦ୍ଧି ହେଲା ଭୁବନେଶ୍ୱର: ମେ ୨୭: ଓଡ଼ିଶାରେ ଆଉ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫୯୩ ଜଣ କରୋନା ରୋଗୀ ଚିହ୍ନଟ ହେଇସାରିଲେଣି l ନୂଆ କରି ଚିହ୍ନଟ ହେଇଥିବା ଆକ୍ରାନ୍ତ ଙ୍କ ମଧ୍ୟରେ, ଗଂଜାମ ରୁ ୧୦ ଜଣ, କଟକ ରୁ ୧୧ ଜଣ ଏବଂ ଖୋର୍ଦ୍ଧା ଓ ନୂଆପଡା ଜିଲ୍ଲାରୁ ୧୩ ଜଣ ଲେଖାଏଁ ଚିହ୍ନଟ ହେଇଛନ୍ତି l ସେହିପରି, ଜଗତସିଂହପୁର ଜିଲ୍ଲାରୁ ୬ ଜଣ, […]
Read More...

Advertisement