Odisha registers 218 new cases
ଓଡ଼ିଶା 

ଓଡିଶା ରେ ୨୪ ଘଂଟାରେ ୨୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ କୁ ବୃଦ୍ଧି

ଓଡିଶା ରେ ୨୪ ଘଂଟାରେ ୨୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ କୁ ବୃଦ୍ଧି ଭୁବନେଶ୍ୱର: ଜୁନ ୨୬: ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୮ ଜଣ କରୋନା ସଂକ୍ରମିତ I ଗଂଜାମ ରେ ୪୯, ଖୋର୍ଦ୍ଧା ରେ ୧୭, କଟକ ରେ ୫, ଗଜପତି ରେ ୨୭, ଯାଜପୁର ରେ ୧, ବାଲେଶ୍ୱର ରେ ୭, ଜଗତସିଂହପୁର ରେ ୨୯, ପୁରୀ ରେ ୧୦, କେନ୍ଦ୍ରାପଡ଼ା ରେ ୬,ଭଦ୍ରକ ରେ ୨୫, ସୁନ୍ଦରଗଡ ରେ ୧୧, ମୟୁରଭଞ୍ଜ ରେ ୯, କନ୍ଧମାଳ ରେ ୧, କେନ୍ଦୁଝର ରେ ୨, ନୂଆପଡା […]
Read More...

Advertisement