ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ

ପୁରୀ : ସମୁଦ୍ର ଗାଧୋଇବା ହେଲା କାଳ I ସମୁଦ୍ରରେ ବୁଡ଼ିଯାଇ ପର୍ଯ୍ୟଟକ ନିଖୋଜ। ଶନିବାର ସକାଳେ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ପର୍ଯ୍ୟଟକ ଜଣକ ବାଲେଶ୍ୱର ଜିଲ୍ଲା ଗୋଲାପୁର ଗ୍ରାମର ସଞ୍ଜୟ ଜେନା (୨୯) ବର୍ଷ । ସଞ୍ଜୟ ଆଜି ଦିନ ୧୧ଟାରେ ସୁମଦ୍ରର ୯ ନମ୍ବରସେକ୍ଟର ଗାଧୋଉଥିବା ବେଳେ ସେ ହଠାତ୍‌‌ ନିଖୋଜ ହୋଇ ଯାଇଥିଲେ। ସମୁଦ୍ରରେ ନିଖୋଜ ନେଇ ଥାନାରେ ଅଭିଯୋଗ ପରେ […]

Samaya Live Picture
Published On

ପୁରୀ : ସମୁଦ୍ର ଗାଧୋଇବା ହେଲା କାଳ I ସମୁଦ୍ରରେ ବୁଡ଼ିଯାଇ ପର୍ଯ୍ୟଟକ ନିଖୋଜ। ଶନିବାର ସକାଳେ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ପର୍ଯ୍ୟଟକ ଜଣକ ବାଲେଶ୍ୱର ଜିଲ୍ଲା ଗୋଲାପୁର ଗ୍ରାମର ସଞ୍ଜୟ ଜେନା (୨୯) ବର୍ଷ ।

ସଞ୍ଜୟ ଆଜି ଦିନ ୧୧ଟାରେ ସୁମଦ୍ରର ୯ ନମ୍ବରସେକ୍ଟର ଗାଧୋଉଥିବା ବେଳେ ସେ ହଠାତ୍‌‌ ନିଖୋଜ ହୋଇ ଯାଇଥିଲେ। ସମୁଦ୍ରରେ ନିଖୋଜ ନେଇ ଥାନାରେ ଅଭିଯୋଗ ପରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ଖୋଜଖୋଜି ଜାରି ରଖିଛନ୍ତି। ତେବେ ଏ ପର୍ଯ୍ୟନ୍ତ ତାଙ୍କର ପତ୍ତା ମାଇଲିପାରିନାହିଁ I

Tags: