ଟ୍ରେନ ଲାଇନ ରେ କଟି ଯୁବତୀ ମୃତ

କଟକ : ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର I ସୋମବାର ପୂର୍ବାହ୍ନରେ କଟକ ଯୋବ୍ରା ନିକଟ ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି I ଆରପିଏଫ ଏବଂ ଜିଆରପିଏଫ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଥିଲେ I ତେବେ ମୃତ ଯୁବତୀଙ୍କ ପରିଚୟ ମିଳିପାରି ନଥିବାବେଳେ ତଦନ୍ତ ଜାରି ରଖିଛି ଜିଆରପି ପୋଲିସ I

Samaya Live Picture
Published On

Tags: