ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ,ମହିଳା ମୃତ ପୁରୁଷ ଗୁରୁତର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଖିଚିଂ କଲେଜ ନିକଟରେ ଅଘଟଣ । କଲେଜ ନିକଟ ବିଲ ଭିତରେ ପେଟ୍ରୋଲ ଢାଳି ଜଣେ ମହିଳା ଏବଂ ପୁରୁଷ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ପୁରଷ ଜଣକ ପୋଡିହୋଇ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଶୁକୃଳୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୁରୁଷଙ୍କର ଚିକିତ୍ସା ଜାରି ରହିଛି । […]

ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ,ମହିଳା ମୃତ ପୁରୁଷ ଗୁରୁତର
Samaya Live Picture
Published On

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଖିଚିଂ କଲେଜ ନିକଟରେ ଅଘଟଣ । କଲେଜ ନିକଟ ବିଲ ଭିତରେ ପେଟ୍ରୋଲ ଢାଳି ଜଣେ ମହିଳା ଏବଂ ପୁରୁଷ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ପୁରଷ ଜଣକ ପୋଡିହୋଇ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଶୁକୃଳୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୁରୁଷଙ୍କର ଚିକିତ୍ସା ଜାରି ରହିଛି । ଉଭୟଙ୍କ ଘର ଖିଚିଂ ଅଞ୍ଚଳରେ । ମୃତ ମହିଳା ଜଣଙ୍କ ପାତା ସାହିର ଭାରତୀ ପାତ୍ର । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ରରୁଆଁ ପୁଲିସର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଆତ୍ମାହୁତି ର କାରଣ ଅସ୍ପଷ୍ଟ ରହିଛି ।

Tags: