ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ବିନା ନୋଟିସରେ ଜବରଦଖଲ ଉଚ୍ଛେଦ ମନା

କଟକ:ରାଜଧାନୀରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଯାହାକୁ ନେଇ ବିଏମ୍‌ସି ଓ ସିଏମ୍‌ସି କମିଶନରଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି। ଜବରଦଖଲ ଛଚ୍ଛେଦ ପାଇଁ ୧୫ ଦିନର ନୋଟିସ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନା ନୋଟିସ୍‌ରେ ଉଭୟ ସହରାଞ୍ଚଳରେ ଉଚ୍ଛେଦ ହୋଇପାରିବନି। ଉଚ୍ଛେଦ ବେଳେ ପୌର ନିଗମ ଆଇନ ପାଳନକୁ ହାଇକୋର୍ଟ ଗୁରୁତ୍ୱ ଦେବାକୁ କହିଛନ୍ତି।ଡାକବାଜି ଯନ୍ତ୍ରରେ ପ୍ରଚାର ଉଚ୍ଛେଦକୁ ବିରୋଧ କରି ହୋଇଥିଲା ମାମଲା। ଫେବୃଆରୀ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

Samaya Live Picture
Published On

Tags: