ତାର ଚୋରି ହେଲା କାଳ,ବିଦ୍ୟୁତ ଆଘାତରେ ଯୁବକ ମୃତ
ଅନୁଗୋଳ : ବିଦ୍ୟୁତ ତାର ଚୋରି କରିବା ହେଲା କାଳ I ଖୁଣ୍ଟରେ ଚଢି ତାର ଚୋରି କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲି ଯାଇଛି ଯୁବକଙ୍କ ଜୀବନ I ଘଟଣା ଘଟିଛି ଖୋର୍ଦ୍ଧା ଜଙ୍କିଆ ଥାନା ଛଣଗିରି ଗାଁରେ I ମୃତକ ହେଲେ ଛଣଗିରି ଗାଁର ଶେଖ କୁନା। ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ କରେଣ୍ଟ ରହୁନଥିବାରୁ ତାର ଚୋରି ହେଉଥିଲା। ତେଣୁ ବିଦ୍ୟୁତ୍ ବିଭାଗ ପକ୍ଷରୁ କରେଣ୍ଟ ଦିଆଯାଇଥିଲା। ସନ୍ଦେହ କରାଯାଉଛି କି, ଯୁବକ […]
ଅନୁଗୋଳ : ବିଦ୍ୟୁତ ତାର ଚୋରି କରିବା ହେଲା କାଳ I ଖୁଣ୍ଟରେ ଚଢି ତାର ଚୋରି କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲି ଯାଇଛି ଯୁବକଙ୍କ ଜୀବନ I ଘଟଣା ଘଟିଛି ଖୋର୍ଦ୍ଧା ଜଙ୍କିଆ ଥାନା ଛଣଗିରି ଗାଁରେ I
ମୃତକ ହେଲେ ଛଣଗିରି ଗାଁର ଶେଖ କୁନା। ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ କରେଣ୍ଟ ରହୁନଥିବାରୁ ତାର ଚୋରି ହେଉଥିଲା। ତେଣୁ ବିଦ୍ୟୁତ୍ ବିଭାଗ ପକ୍ଷରୁ କରେଣ୍ଟ ଦିଆଯାଇଥିଲା। ସନ୍ଦେହ କରାଯାଉଛି କି, ଯୁବକ ଜଣକ କରେଣ୍ଟ ନଥିବା ଭାବି ଖୁଣ୍ଟ ଉପରେ ଚଢିଯାଇଥିଲେ।
Tags:




