ହୀରାକୁଦର ୨୬ଟି ଗେଟ ଦେଇ ଜଳ ନିଷ୍କାସନ

ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ I ଏବେ ମୋଟ ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି I ସୂଚନାନୁସାରେ , ଉପରମୁଣ୍ଡରେ ବର୍ଷା ପାଇଁ ବଢ଼ୁଛି ହୀରାକୁଦ ଜଳସ୍ତର I ବାମ ପଟୁ ୧୬ଟି ଓ ଡାହାଣ ପଟର ୧୦ଟି ଗେଟ୍ ଖୋଲାଯାଇଛି I ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୯୫ ଫୁଟ ଥିଲା I ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୪୦ ହଜାର […]

Samaya Live Picture
Published On

ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ I ଏବେ ମୋଟ ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି I
ସୂଚନାନୁସାରେ , ଉପରମୁଣ୍ଡରେ ବର୍ଷା ପାଇଁ ବଢ଼ୁଛି ହୀରାକୁଦ ଜଳସ୍ତର I ବାମ ପଟୁ ୧୬ଟି ଓ ଡାହାଣ ପଟର ୧୦ଟି ଗେଟ୍ ଖୋଲାଯାଇଛି I ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୯୫ ଫୁଟ ଥିଲା I ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି I ସେହି ଅନୁପାତରେ ୩ ଲକ୍ଷ ୮୯ ହଜାର ୧୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି I

Tags: