ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା,ହାଜର ହେଲେନି ସୋମାଲିକା
ଜଗତସିଂପୁର : ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା । ବିଧାୟକ ଯେଉଁ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ତାଙ୍କ ପୂର୍ବତନ ସ୍ୱାମୀ ଆଜି ହାଜର ହେବେ । ଏନେଇ କଟକ ସବ୍ ରେଜିଷ୍ଟର କୋର୍ଟ ପକ୍ଷରୁ ହାଜର ହେବାକୁ ତାଙ୍କୁ ନୋଟିସ ଜାରି କରାଯାଇଛି । ବିଜୟ ଶଙ୍କରଙ୍କ ପୂର୍ବ ବାନ୍ଧବୀ ସୋମାଲିକା ମଧ୍ୟ ହାଜର ହେବା ନେଇ ସୂଚନା ରହିଥିବାବେଳେ,ସେ କୋର୍ଟରେ ହଜାର ହୋଇ ନାହାନ୍ତି । ସ୍ୱାସ୍ଥ୍ୟଗତ […]
ଜଗତସିଂପୁର : ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା । ବିଧାୟକ ଯେଉଁ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ତାଙ୍କ ପୂର୍ବତନ ସ୍ୱାମୀ ଆଜି ହାଜର ହେବେ । ଏନେଇ କଟକ ସବ୍ ରେଜିଷ୍ଟର କୋର୍ଟ ପକ୍ଷରୁ ହାଜର ହେବାକୁ ତାଙ୍କୁ ନୋଟିସ ଜାରି କରାଯାଇଛି । ବିଜୟ ଶଙ୍କରଙ୍କ ପୂର୍ବ ବାନ୍ଧବୀ ସୋମାଲିକା ମଧ୍ୟ ହାଜର ହେବା ନେଇ ସୂଚନା ରହିଥିବାବେଳେ,ସେ କୋର୍ଟରେ ହଜାର ହୋଇ ନାହାନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇ ହୋଇନଥିଲେ ସୋମାଲିକା I ତେବେ ସୋମାଲିକାଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇ ସୂଚନା ଦେଇଛନ୍ତି Iବିଧାୟକ ବିଜୟ ଶଙ୍କର ବର୍ତ୍ତମାନ ବିବାହ କରିବାକୁ ଥିବା ବାନ୍ଧବୀ ପ୍ରତ୍ୟୁଷା ନନ୍ଦଙ୍କ ସ୍ୱାମୀ କୋର୍ଟରେ ହାଜର ହୋଇଥିବା ଜଣାପଡିଛି I




