ନିଶା ବିକ୍ରିକୁ କୁ ନେଇ ୧ନଂ ହାଟରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଭୁବନେଶ୍ବର ୧ ନମ୍ବର ହାଟରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (STF) ଚଢ଼ାଉ । STF ଓ ଡ୍ରଗ ଇନ୍ସପେକ୍ଟରଙ୍କ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଉଛି । ପାନ ମସାଲା ସହ ବେଆଇନ ନିକୋଟିନ ମିଶ୍ରଣ ଅଭିଯୋଗରେ ଚଢ଼ାଉ କରାଯାଉଛି । ଏକ ନମ୍ବର ହାଟରେ ଏକାଧିକ ଦୋକାନରେ ଚଢ଼ାଉ ଜାରି ରହିଛି ।

Samaya Live Picture
Published On

Tags: