ରାଜଧାନୀରେ ସମିତି ସଭ୍ୟଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ରାଜଧାନୀରେ ୩୦ ଜିଲ୍ଲାର ସମିତି ସଭ୍ୟ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ I ଦରମା ବୃଦ୍ଧି ଦାବିକରି ୩୦ଟି ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ ବିଶାଳ ଶୋଭାଯାତ୍ରା କରୁଛନ୍ତି। ଦାବି ମୁତାବକ ସରପଂଚଙ୍କ ଠାରୁ ସମିତି ସଭ୍ୟ ମାନଙ୍କର ଦରମା ଅଧିକ କରାଯାଉ I ସେମାନଙ୍କର ଦାବି,ସରପଞ୍ଚଙ୍କଠୁ ସମିତି ସଭ୍ୟଙ୍କର ଦରମା ଅଧିକ କରାଯାଉ। ସେହିପରି ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ୩୦ ଜିଲ୍ଲାର ସମିତି ସଭ୍ୟ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ I ଦରମା ବୃଦ୍ଧି ଦାବିକରି ୩୦ଟି ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ ବିଶାଳ ଶୋଭାଯାତ୍ରା କରୁଛନ୍ତି। ଦାବି ମୁତାବକ ସରପଂଚଙ୍କ ଠାରୁ ସମିତି ସଭ୍ୟ ମାନଙ୍କର ଦରମା ଅଧିକ କରାଯାଉ I ସେମାନଙ୍କର ଦାବି,ସରପଞ୍ଚଙ୍କଠୁ ସମିତି ସଭ୍ୟଙ୍କର ଦରମା ଅଧିକ କରାଯାଉ। ସେହିପରି ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତି ସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି। ଏହା ସହିତ ଅନ୍ୟାନ୍ୟ ଦାବି ନେଇ ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ଶିଶୁଭବନ ଛକ ନିକଟରେ ଅଟକାଇଛି ପୋଲିସ I

Tags: