ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଲ୍ଲିପୁର ରେଳ ଫାଟକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଥିବାବେଳେ ତାଙ୍କର ପରିଚୟ ଅସ୍ପଷ୍ଟ ରହିଛି I ଆଜି ସକାଳେ ସୋର ସବିରା ଅଲ୍ଲିପୁର ରେଳ ଫାଟକ ନିକଟରେ ଏହି ଅଘଟଣ ଘଟିଥିଲା I ମୃତ ଯୁବକ ଲାଲ ଗଞ୍ଜି ଓ କଲା ପ୍ୟାଣ୍ଟ ପିନ୍ଧିଥିଲେ I ରକ୍ତଜୁଡୁବୁଡୁ ଅବସ୍ଥାରେ […]

Samaya Live Picture
Published On

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଲ୍ଲିପୁର ରେଳ ଫାଟକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଥିବାବେଳେ ତାଙ୍କର ପରିଚୟ ଅସ୍ପଷ୍ଟ ରହିଛି I

ଆଜି ସକାଳେ ସୋର ସବିରା ଅଲ୍ଲିପୁର ରେଳ ଫାଟକ ନିକଟରେ ଏହି ଅଘଟଣ ଘଟିଥିଲା I ମୃତ ଯୁବକ ଲାଲ ଗଞ୍ଜି ଓ କଲା ପ୍ୟାଣ୍ଟ ପିନ୍ଧିଥିଲେ I ରକ୍ତଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ।ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ତଦନ୍ତ ଜାରି ରଖିଛି I

Tags: