ବୈତରଣୀ ମୁହାଣରେ ବୁଡ଼ିଲା ଟ୍ରଲର,୧୦ ମତ୍ସ୍ୟଜୀବୀ ଉଦ୍ଧାର

ଧାମରା : ବୈତରଣୀ ମୁହାଁଣରେ ବୁଡ଼ିଲା ମାଛଧରା ଡଙ୍ଗା। ଅଳ୍ପକେ ବର୍ତ୍ତିଲେ ମତ୍ସଜୀବୀ। ଉପକୂଳକୁ ଫେରିବା ସମୟରେ ଧାମରା ବନ୍ଦର ନିକଟ ଧାମରାଇ ମନ୍ଦିର ପାଖରେ ମାଛଧରା ଟ୍ରଲରଟି ବୁଡି ଯାଇଥିଲା । ଏଥିରେ ଥିବା ୧୦ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମେରାଇନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛି। ସମୁଦ୍ରରୁ ଫେରିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟି ପଡିଥିଲା ଟ୍ରଲର। ସମସ୍ତ ଉଦ୍ଧାର ମତ୍ସ୍ୟଜୀବୀ ପଶ୍ଚିମବଙ୍ଗ ଦୀଘାର ହୋଇଥିବା ସୂଚନା ମିଳିଛି ।

Samaya Live Picture
Published On

Tags: