ବୋଲେରୋକୁ ଘୋଷାରି ନେଲା କୋଇଲା ବୋଝେଇ ଟ୍ରେନ
ପାରାଦୀପ : ଟ୍ରେନ – ବୋଲେରୋ ଦୁର୍ଘଟଣା I ଅଳ୍ପକେ ବର୍ତିଲେ ବୋଲେରୋ ଡ୍ରାଇଭର I ବୋଲେରୋ ଡ୍ରାଇଭରଙ୍କ ଅନ୍ୟମନସ୍କତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି I କୋଇଲା ବୋଝେଇ ଟ୍ରେନଟି ଆସୁଥିବାବେଳେ ବୋଲେରୋଟି ରେଳ ଲାଇନ ଅତିକ୍ରମ କରୁଥିଲା । ଏହି ସମୟରେ ଟ୍ରେନ ଟି ବୋଲେରୋକୁ ଧକ୍କା ଦେଇ ପାଖାପାଖି ୨୦ ମିଟରରୁ ଅଧିକ ବାଟ ଘୋଷାଡି ନେଇଥିଲା । ତେବେ ବୋଲେରୋରେ ଥିବା ଯାତ୍ରୀ ଓ ଚାଳକ ଏକ ବଡ ଧରଣର […]
ପାରାଦୀପ : ଟ୍ରେନ – ବୋଲେରୋ ଦୁର୍ଘଟଣା I ଅଳ୍ପକେ ବର୍ତିଲେ ବୋଲେରୋ ଡ୍ରାଇଭର I ବୋଲେରୋ ଡ୍ରାଇଭରଙ୍କ ଅନ୍ୟମନସ୍କତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି I କୋଇଲା ବୋଝେଇ ଟ୍ରେନଟି ଆସୁଥିବାବେଳେ ବୋଲେରୋଟି ରେଳ ଲାଇନ ଅତିକ୍ରମ କରୁଥିଲା । ଏହି ସମୟରେ ଟ୍ରେନ ଟି ବୋଲେରୋକୁ ଧକ୍କା ଦେଇ ପାଖାପାଖି ୨୦ ମିଟରରୁ ଅଧିକ ବାଟ ଘୋଷାଡି ନେଇଥିଲା । ତେବେ ବୋଲେରୋରେ ଥିବା ଯାତ୍ରୀ ଓ ଚାଳକ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ୍ଦର ନିଷିଦ୍ଧାଞ୍ଚଳର ଏମସିଏଚପି ପ୍ଲଟ ନିକଟରେ ସୋମବାର ଏହି ଅଘଟଣ ଘଟିଛି।




