୨୪ ଘଣ୍ଟାରେ ରାଜ୍ୟରେ ୧୧,୬୦୭ କରୋନା ସଂକ୍ରମିତ ଚିହ୍ନଟ, ମୃତୁ୍ୟ ସଂଖ୍ୟା ୬
ଭୁବନେଶ୍ୱର: ଜାନୁଆରୀ ୧୯ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯, ୫୦୨ ସ୍ୱାବ ଟେଷ୍ଟ ମଧ୍ୟରୁ ୧୧, ୬୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୯୧ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୬,୭୨୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪, ୮୭୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୧ ଲକ୍ଷ ୬୭ ହଜାର ୦୯୪ […]
ଭୁବନେଶ୍ୱର: ଜାନୁଆରୀ ୧୯ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯, ୫୦୨ ସ୍ୱାବ ଟେଷ୍ଟ ମଧ୍ୟରୁ ୧୧, ୬୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୯୧ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୬,୭୨୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪, ୮୭୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୧ ଲକ୍ଷ ୬୭ ହଜାର ୦୯୪ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୭, ୭୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୭୩ ହଜାର ୭୭୭ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୬ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୪୯୪ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪ ହଜାର ୭୭୦ ରହିଛି ।
Covid-19 Report For 18th Jan
New Positive Cases: 11607
Of which 0-18 years: 991
In quarantine: 6728
Local contacts: 4879(Details of local contacts will be shared by concerned District)
1. Angul: 185
2. Balasore: 305
3. Bargarh: 145
4. Bhadrak: 153
5. Balangir: 229— I & PR Department, Odisha (@IPR_Odisha) January 19, 2022
6. Boudh: 78
7. Cuttack: 898
8. Deogarh: 75
9. Dhenkanal: 71
10. Gajapati: 87
11. Ganjam: 93
12. Jagatsinghpur: 134
13. Jajpur: 231
14. Jharsuguda: 219
15. Kalahandi: 103
16. Kandhamal: 80
17. Kendrapada: 119
18. Keonjhar: 121
19. Khurda: 4347
20. Koraput: 168
21. Malkangiri: 85— I & PR Department, Odisha (@IPR_Odisha) January 19, 2022
New recoveries: 7745
Cumulative tested: 26842063
Positive: 1167094
Recovered: 1073777
Active cases: 84770— I & PR Department, Odisha (@IPR_Odisha) January 19, 2022




