୨୪ ଘଣ୍ଟାରେ ରାଜ୍ୟରେ ୧୦, ୨୭୩ କରୋନ ସଂକ୍ରମିତ ଚିହ୍ନଟ, ମୃତୁ୍ୟ ସଂଖ୍ୟା ୪
ଭୁବନେଶ୍ୱର: ଜାନୁଆରୀ ୧୪ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫, ୭୩୧ ସ୍ୱାବ ଟେଷ୍ଟ ମଧ୍ୟରୁ ୧୦, ୨୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧ ହଜାର ୬୫ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୫, ୯୬୨ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪, ୩୧୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୧ ଲକ୍ଷ […]
ଭୁବନେଶ୍ୱର: ଜାନୁଆରୀ ୧୪ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫, ୭୩୧ ସ୍ୱାବ ଟେଷ୍ଟ ମଧ୍ୟରୁ ୧୦, ୨୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧ ହଜାର ୬୫ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୫, ୯୬୨ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪, ୩୧୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୧ ଲକ୍ଷ ୧୧ ହଜାର ୮୭୯ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧, ୪୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୫୦ ହଜାର ୧୭୯ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୪ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୪୭୬ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ୧୭୧ ରହିଛି ।
Covid-19 Report For 13th Jan
New Positive Cases: 10273
Of which 0-18 years: 1065
In quarantine: 5962
Local contacts: 4311(Details of local contacts will be shared by concerned District)
— I & PR Department, Odisha (@IPR_Odisha) January 14, 2022
1. Angul: 85
2. Balasore: 457
3. Bargarh: 102
4. Bhadrak: 102
5. Balangir: 191
6. Boudh: 24
7. Cuttack: 844
8. Deogarh: 23
9. Dhenkanal: 69
10. Gajapati: 126
11. Ganjam: 55
12. Jagatsinghpur: 132
13. Jajpur: 143
14. Jharsuguda: 202
15. Kalahandi: 203
16. Kandhamal: 26— I & PR Department, Odisha (@IPR_Odisha) January 14, 2022
New recoveries: 1447
Cumulative tested: 26479398
Positive: 1111879
Recovered: 1050179
Active cases: 53171— I & PR Department, Odisha (@IPR_Odisha) January 14, 2022




