୨୪ ଘଣ୍ଟାରେ ରାଜ୍ୟରେ ୧, ୮୯୭ କରୋନା ସଂକ୍ରମିତ ଚିହ୍ନଟ ଏବଂ ୧୩୮ ସୁସ୍ଥ
ଭୁବନେଶ୍ୱର: ଜାନୁଆରୀ ୦୬: ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨, ୩୭୦ ସ୍ୱାବ ଟେଷ୍ଟ ମଧ୍ୟରୁ ୧, ୮୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୫୮ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧, ୧୦୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୭୯୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୫୯ ହଜାର ୭୭୩ ଜଣ […]
ଭୁବନେଶ୍ୱର: ଜାନୁଆରୀ ୦୬: ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨, ୩୭୦ ସ୍ୱାବ ଟେଷ୍ଟ ମଧ୍ୟରୁ ୧, ୮୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୫୮ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧, ୧୦୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୭୯୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୫୯ ହଜାର ୭୭୩ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୪୫ ହଜାର ୫୧୪ ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮, ୪୬୭ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫, ୭୩୯ ରହିଛି ।
Covid-19 Report For 5th Jan
New Positive Cases: 1897
Of which 0-18 years: 258
In quarantine: 1106
Local contacts: 791(Details of local contacts will be shared by concerned District)
1. Angul: 3
2. Balasore: 100
3. Bargarh: 16
4. Bhadrak: 7
5. Balangir: 6
6. Boudh: 3— I & PR Department, Odisha (@IPR_Odisha) January 6, 2022
23. Nawarangpur: 25
24. Nayagarh: 14
25. Nuapada: 12
26. Puri: 54
27. Rayagada: 7
28. Sambalpur: 125
29. Sonepur: 13
30. Sundargarh: 262
31. State Pool: 158New recoveries: 138
Cumulative tested: 25894067
Positive: 1059773
Recovered: 1045514
Active cases: 5739— I & PR Department, Odisha (@IPR_Odisha) January 6, 2022




