ବରିଷ୍ଠ ନାଗରିକଙ୍କ 7ମ ପର୍ଯ୍ୟାୟ ତୀର୍ଥଯାତ୍ରା ଆରମ୍ଭ
ଭୁବନେଶ୍ବର:2024-25 ବର୍ଷର 7ମ ପର୍ଯ୍ୟାୟରେ 775 ଜଣଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି। 775 ଜଣ ବରିଷ୍ଠ ନାଗରିକ ଏକ ସ୍ବତନ୍ତ୍ର ଟ୍ରେନରେ ତୀର୍ଥଯାତ୍ରାରେ ଯାଇଛନ୍ତି। ସ୍ବତନ୍ତ୍ର ଟ୍ରେନ୍ରେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ବରିଷ୍ଠ ନାଗରିକଙ୍କ ଯାତ୍ରା ବେଳେ ଉପସ୍ଥିତ ଥିଲେ ୟୁପିର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ |ସାଂସ୍କୃତିକ ପର୍ଯ୍ୟଟନକୁ ଅଗ୍ରାଧିକାର ସ୍ୱରୂପ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ସପ୍ତମ ତୀର୍ଥଯାତ୍ରୀ […]
ଭୁବନେଶ୍ବର:2024-25 ବର୍ଷର 7ମ ପର୍ଯ୍ୟାୟରେ 775 ଜଣଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି। 775 ଜଣ ବରିଷ୍ଠ ନାଗରିକ ଏକ ସ୍ବତନ୍ତ୍ର ଟ୍ରେନରେ ତୀର୍ଥଯାତ୍ରାରେ ଯାଇଛନ୍ତି। ସ୍ବତନ୍ତ୍ର ଟ୍ରେନ୍ରେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ବରିଷ୍ଠ ନାଗରିକଙ୍କ ଯାତ୍ରା ବେଳେ ଉପସ୍ଥିତ ଥିଲେ ୟୁପିର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ |ସାଂସ୍କୃତିକ ପର୍ଯ୍ୟଟନକୁ ଅଗ୍ରାଧିକାର ସ୍ୱରୂପ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ସପ୍ତମ ତୀର୍ଥଯାତ୍ରୀ ଟ୍ରେନ ମାଧ୍ୟମରେ ଲୋକେ ଯାତ୍ରା ଆରଂଭ କରିଛନ୍ତି ।




