ଓଡିଶାକୁ ଆସିବେ ଆଉ ୩ ମହାବଳ ବାଘ – ମନ୍ତ୍ରୀ
ଭୁବନେଶ୍ୱର : ମହାବଳ ବାଘ ବଂଶ ବୃଦ୍ଧି ଲକ୍ଷରେ ଓଡିଶା । ଓଡିଶାକୁ ଆସିବେ ଆଉ ୩ ମହାବଳ ବାଘ । ଏନେଇ ବିଚାର ବିମର୍ଷ ଚାଲିଛି । ୫ ମହାବଳ ବାଘରୁ ୨ ଓଡିଶା ଆସି ସାରିଛନ୍ତି । ଯମୁନା ଓ ଜିନତ ଖାପ ଖୁଆଇ ସାରିବା ପରେ ଆଉ ୩ ଟି ବାଘ ଅଣାଯିବ । ସେମାନଙ୍କୁ ଡେ଼ବ୍ରିଗଡ ଅଭୟାରଣ୍ୟରେ ଛଡାଯିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ […]
ଭୁବନେଶ୍ୱର : ମହାବଳ ବାଘ ବଂଶ ବୃଦ୍ଧି ଲକ୍ଷରେ ଓଡିଶା । ଓଡିଶାକୁ ଆସିବେ ଆଉ ୩ ମହାବଳ ବାଘ । ଏନେଇ ବିଚାର ବିମର୍ଷ ଚାଲିଛି । ୫ ମହାବଳ ବାଘରୁ ୨ ଓଡିଶା ଆସି ସାରିଛନ୍ତି । ଯମୁନା ଓ ଜିନତ ଖାପ ଖୁଆଇ ସାରିବା ପରେ ଆଉ ୩ ଟି ବାଘ ଅଣାଯିବ । ସେମାନଙ୍କୁ ଡେ଼ବ୍ରିଗଡ ଅଭୟାରଣ୍ୟରେ ଛଡାଯିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ।
Tags:




