ଗ୍ୟାସ ଟାଙ୍କି ଫାଟି ଘର ସହ ଜଳିଗଲେ ୩ ପରିବାର ସଦସ୍ୟ
ଭଦ୍ରକ : ରୋଷେଇ ବେଳେ ଘଟିଗଲା ବଡ଼ ଅଘଟଣ । ଗ୍ୟାସ ଟାଙ୍କି ଫାଟି ଜଳିଗଲେ ପରିବାରର ୩ ଜଣ। ଘର ସହ ସମସ୍ତ ଆସବାବ ପତ୍ର ଜଳି ଛାରଖାର ହୋଇଯାଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ଆହତମାନେ ହେଲେ ବୃନ୍ଦାବନ ସାହୁ, ତାଙ୍କ ସ୍ତ୍ରୀ ବାସନ୍ତୀ ଓ ପୁଅ ଦୀପକ । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Tags: