ଆବାସ ଘର ବଣ୍ଟନରେ ତଦନ୍ତ ହେବ – ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆବାସ ଘର ବଣ୍ଟନରେ ହେବ ତଦନ୍ତ । ମିଳିଥିବା ଆବାସ ଘର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ଏକାମ୍ର ଭୁବନେଶ୍ୱର ମଇଁଷିଖାଲ ଏବଂ ଗଧିଆଖାଲ ଆବାସ ଘର ତଦନ୍ତ ହେବ। ଘର ପାଇବା ପରେ ଅନ୍ୟକୁ ଘର ଦେଇଥିବା ଅଭିଯୋଗ ହୋଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ, ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିର୍ଦେଶ ଦେଇଛନ୍ତି।

Samaya Live Picture
Published On

Tags: