ଓଏଏସ୍ ଏବଂ ଓଆର୍ଏସ୍ରେ ହେବ ଅତିରିକ୍ତ ନିଯୁକ୍ତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା I ଓଡିଶା ପ୍ରଶାସନିକ ସେବା ଓ ଓଡିଶା ରାଜସ୍ବ ବିଭାଗରେ ହେବ ଅତିରିକ୍ତ ନିଯୁକ୍ତି I ଓଏଏସ ରେ ୩୫ ଏବଂ ଓଆରଏସ ପାଇଁ ୩୨ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି I ଏହି କର୍ମଚାରୀ ମାନଙ୍କୁ ସହରାଞ୍ଚଳରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି I

Tags: