ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଅଛି – ଯୋଗାଣମନ୍ତ୍ରୀ
ଭୁବନେଶ୍ୱର : ସାର କଳାବଜାରୀକୁ ମାନିଲେ ସରକାର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି । କିଛି ଲୋକ ଜାଣିଶୁଣି ସାର କଳାବଜାରୀ କରୁଛନ୍ତି । କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଅନେକ ଡ଼ିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସରକାର ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।
By: Samaya Live
ଭୁବନେଶ୍ୱର : ସାର କଳାବଜାରୀକୁ ମାନିଲେ ସରକାର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ।
କିଛି ଲୋକ ଜାଣିଶୁଣି ସାର କଳାବଜାରୀ କରୁଛନ୍ତି । କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଅନେକ ଡ଼ିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସରକାର ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।
Tags:


