୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା

ଭୁବନେଶ୍ଵର: ରାଜ୍ୟର ୭୬୪ ଗ୍ରାମ ପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସମୟରେ ଗୃହରେ ଉତ୍ତର ରଖିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି ୧୬୭ ବ୍ଲକର ୭୬୪ ଗ୍ରାମପଞ୍ଚାୟତରେ ମୋବାଇଲ ଟାଓ୍ବାର ନାହିଁ। ସର୍ବାଧିକ କନ୍ଧମାଳ ଜିଲ୍ଲାର ୧୦୬ଟି ପଞ୍ଚାୟତରେ ଟାଓ୍ବାର ନ ଥିବା ସୂଚନା ମିଳିଛି। ୨୦୨୫ ଜୁନ୍ ମାସ ସୁଦ୍ଧା ବଳକା ୨ ହଜାର ୧୯୨ଟି ଟାଓ୍ବାର କାର୍ଯ୍ୟକ୍ଷମ ହେବ […]

Samaya Live Picture
Published On

ଭୁବନେଶ୍ଵର: ରାଜ୍ୟର ୭୬୪ ଗ୍ରାମ ପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସମୟରେ ଗୃହରେ ଉତ୍ତର ରଖିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି ୧୬୭ ବ୍ଲକର ୭୬୪ ଗ୍ରାମପଞ୍ଚାୟତରେ ମୋବାଇଲ ଟାଓ୍ବାର ନାହିଁ। ସର୍ବାଧିକ କନ୍ଧମାଳ ଜିଲ୍ଲାର ୧୦୬ଟି ପଞ୍ଚାୟତରେ ଟାଓ୍ବାର ନ ଥିବା ସୂଚନା ମିଳିଛି। ୨୦୨୫ ଜୁନ୍ ମାସ ସୁଦ୍ଧା ବଳକା ୨ ହଜାର ୧୯୨ଟି ଟାଓ୍ବାର କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Tags: