ରାଜ୍ୟରେ ଅଛନ୍ତି ମୋଟ ୬୯୬ଟି କଲରାପତରିଆ ବାଘ
ଭୁବନେଶ୍ୱର : ଆସିଲା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ଗୁରୁବାର ରିପୋର୍ଟରେ ପ୍ରକାଶ ପାଇଛି । ଚଳିତ ଥର ପ୍ରଥମଥର କଲରାପତରିଆ ବାଘ ଗଣନା କରିଛି ବନବିଭାଗ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍ ପ୍ରିଣ୍ଟ୍ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି। ତେବେ ଏନ୍ଟିସିଏ ଦ୍ୱାରା ଫେବୃଆରୀରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୨ରେ ରାଜ୍ୟରେ ୫୬୮ ଏବଂ […]
ଭୁବନେଶ୍ୱର : ଆସିଲା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ଗୁରୁବାର ରିପୋର୍ଟରେ ପ୍ରକାଶ ପାଇଛି । ଚଳିତ ଥର ପ୍ରଥମଥର କଲରାପତରିଆ ବାଘ ଗଣନା କରିଛି ବନବିଭାଗ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍ ପ୍ରିଣ୍ଟ୍ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି। ତେବେ ଏନ୍ଟିସିଏ ଦ୍ୱାରା ଫେବୃଆରୀରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୨ରେ ରାଜ୍ୟରେ ୫୬୮ ଏବଂ ୨୦୧୮ରେ ୭୬୦ କଲରାପତରିଆ ବାଘ ଥିବା କଥା ରିପୋର୍ଟ ଦେଇଥିଲେ ।




