୨୦୨୬ ଘୋଷଯାତ୍ରା ବେଳକୁ ସମ୍ପୂର୍ଣ୍ଣ ହେବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ

ପୁରୀ : ଆସନ୍ତାବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ। ୨୦୨୬ ଘୋଷଯାତ୍ରା ବେଳକୁ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ ସମ୍ପୂର୍ଣ୍ଣ ହେବ। ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଗୁଣ୍ଡିଚା ମନ୍ଦିର ରୋଷଘର ଉନ୍ନତୀକରଣକୁ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। ଏବେଠାରୁ କାମ ହେଲେ ୨୦୨୬ ଘୋଷଯାତ୍ରା ବେଳକୁ କାମ ସମ୍ପୂର୍ଣ୍ଣ ହେବ। ଚଳିତବର୍ଷର ନୀଳାଦ୍ରି ବିଜେ ସରିଲେ ରୋଷ ଘର କାମ ଆରମ୍ଭହେବ। […]

Samaya Live Picture
Published On

ପୁରୀ : ଆସନ୍ତାବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ। ୨୦୨୬ ଘୋଷଯାତ୍ରା ବେଳକୁ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ ସମ୍ପୂର୍ଣ୍ଣ ହେବ। ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଗୁଣ୍ଡିଚା ମନ୍ଦିର ରୋଷଘର ଉନ୍ନତୀକରଣକୁ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। ଏବେଠାରୁ କାମ ହେଲେ ୨୦୨୬ ଘୋଷଯାତ୍ରା ବେଳକୁ କାମ ସମ୍ପୂର୍ଣ୍ଣ ହେବ। ଚଳିତବର୍ଷର ନୀଳାଦ୍ରି ବିଜେ ସରିଲେ ରୋଷ ଘର କାମ ଆରମ୍ଭହେବ। ପରିକ୍ରମା ପ୍ରକଳ୍ପ କାମ ପାଖାପାଖି ସରିଛି, ଆଉ କିଛି ବାକି ରହିଛି। ସଠିକ୍ ଭାବରେ କାମ ସାରିବାକୁ ସମ୍ପୃକ୍ତ ସଂସ୍ଥା ମାନଙ୍କୁ କୁହାଯାଇଛି।

Tags: