ଟ୍ରକ ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ
ଖୋର୍ଦ୍ଧା : ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ମୁକୁନ୍ଦପ୍ରସାଦ ଛକରେ ଘଟିଛି ଏହି ଦୁର୍ଘଟଣା I ସଉଦା କିଣିବାପାଇଁ ଆସିଥିବା ଜଣେ ଯୁବକଙ୍କ ଉପରେ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି I ମୃତ ଯୁବକଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବାବେଳେ ସେ ଏଠାରେ ରହି ରାଜମିସ୍ତ୍ରୀ କାମ କରୁଥିଲେ I

Tags: