ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ
ଭୁବନେଶ୍ୱର : ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିପାରେ । ବିଶେଷକରି ୪ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବାର ସମ୍ଭାବନା ରହିଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ ୨୦୧୬ ସଂଶୋଧିତ ହୋଇପାରେ। ଓଡ଼ିଶା ନ୍ୟାୟିକ ସେବା ନିୟମ ୨୦୦୭ ସଂଶୋଧିତ ହୋଇପାରେ। ଆଡ୍ଭୋକେଟ୍ ଜେନେରାଲଙ୍କ ପାରିଶ୍ରମିକ ନେଇ […]
ଭୁବନେଶ୍ୱର : ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିପାରେ । ବିଶେଷକରି ୪ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବାର ସମ୍ଭାବନା ରହିଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ ୨୦୧୬ ସଂଶୋଧିତ ହୋଇପାରେ। ଓଡ଼ିଶା ନ୍ୟାୟିକ ସେବା ନିୟମ ୨୦୦୭ ସଂଶୋଧିତ ହୋଇପାରେ। ଆଡ୍ଭୋକେଟ୍ ଜେନେରାଲଙ୍କ ପାରିଶ୍ରମିକ ନେଇ ବଡ଼ ନିଷ୍ପତ୍ତି ଆସିପାରେ।




