ଜାଗା ଦର୍ଶନ ନୋହିଲା,ପୋଲ ତଳକୁ କାର ଖସି ୫ ଗୁରୁତର
ବାଲେଶ୍ୱର : ଅଧାରେ ରହିଲା ଜଗନ୍ନାଥ ଦର୍ଶନ I ପୁରା ପରିବାର ଯାଉଥିଲେ ଜଗନ୍ନାଥ ଦର୍ଶନ କରି ,ମାତ୍ର ଅଧା ରାସ୍ତାରେ କାରଟି ଦୁର୍ଘଟଣା ଫରସ୍ତ ହୋଇ ପୋଲୋ ତଳକୁ ଖସି ପଡିଲା I ଫଳରେ କାର ଥିବା ସମସ୍ତ ପରିବାର ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ। ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ସୋରୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। […]
ବାଲେଶ୍ୱର : ଅଧାରେ ରହିଲା ଜଗନ୍ନାଥ ଦର୍ଶନ I ପୁରା ପରିବାର ଯାଉଥିଲେ ଜଗନ୍ନାଥ ଦର୍ଶନ କରି ,ମାତ୍ର ଅଧା ରାସ୍ତାରେ କାରଟି ଦୁର୍ଘଟଣା ଫରସ୍ତ ହୋଇ ପୋଲୋ ତଳକୁ ଖସି ପଡିଲା I ଫଳରେ କାର ଥିବା ସମସ୍ତ ପରିବାର ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ। ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ସୋରୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ହୋଇଥିବାବେଳେ ତାଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡିଛି I
ସୂଚନାନୁସାରେ,ଆଜି ସକାଳେ ପଶ୍ଚିମବଙ୍ଗରୁ ଗୋଟିଏ ପରିବାରର ଜଗା ଦର୍ଶନ କରିବାକୁ ପୁରୀ ଅଭିମୁଖେ କାର୍ ଯୋଗେ ଯାଉଥିଲେ। ତଳନଗର ନିକଟରେ କାର୍ଟି ଭାରସାମ୍ୟ ହରାଇ ୨୦ ଫୁଟ ପୋଲ ତଳକୁ ଖସିପଡ଼ିଥିଲା। ଫଳରେ କାର୍ରେ ଥିବା ୫ ଜଣ ପରିବାର ସଦସ୍ୟ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ବସଞବସ୍ଥା ସ୍ଥିର ରହିଛି I ଦୁର୍ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି I




