ମହାନଦୀରେ ୩ ଘଣ୍ଟା ଧରି ଫସି ରହିଲା ଯାତ୍ରୀବାହୀ ଡ଼ଙ୍ଗା

କେନ୍ଦ୍ରାପଡା : ନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୂଦ -ମୂଷାଡ଼ିଆ ଫେରିଘାଟରେ ପୁଣି ଅଘଟଣ I ଇଞ୍ଜିନରେ ତ୍ରୁଟି ଯୋଗୁ ମହାନଦୀ ମଝିରେ ଫସି ରହିଲା ଦୁଇଟି ଯାତ୍ରୀବାହୀ ଡଙ୍ଗା I ପ୍ରାୟ ୩ ଘଣ୍ଟା ଧରି ଫସି ରହିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଛନ୍ତି ସମସ୍ତ ଯାତ୍ରୀ I ଡ଼ଙ୍ଗା ଦୁଇଟି ଆଜି ଭୋରୁ ଭୋରୁ ବାହାକୁଦ ପଟୁ ୧୦୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଧରି ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଦଙ୍ଗାର […]

Samaya Live Picture
Published On

କେନ୍ଦ୍ରାପଡା : ନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୂଦ -ମୂଷାଡ଼ିଆ ଫେରିଘାଟରେ ପୁଣି ଅଘଟଣ I ଇଞ୍ଜିନରେ ତ୍ରୁଟି ଯୋଗୁ ମହାନଦୀ ମଝିରେ ଫସି ରହିଲା ଦୁଇଟି ଯାତ୍ରୀବାହୀ ଡଙ୍ଗା I ପ୍ରାୟ ୩ ଘଣ୍ଟା ଧରି ଫସି ରହିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଛନ୍ତି ସମସ୍ତ ଯାତ୍ରୀ I ଡ଼ଙ୍ଗା ଦୁଇଟି ଆଜି ଭୋରୁ ଭୋରୁ ବାହାକୁଦ ପଟୁ ୧୦୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଧରି ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଦଙ୍ଗାର ଇଞ୍ଜିନ ଅଚଳ ହୋଇଯାଇଥିଲା I

Tags: