ଆସନ୍ତା ୧୮ରେ ଦୁଇଟି ପର୍ଯ୍ୟାୟରେ ହେବ ଓଏମଏସ ସାକ୍ଷାତକାର

ଭୁବନେଶ୍ୱର : ଓଡିଶା ପୌରପାଳିକା ପ୍ରଶାସନିକ ସର୍ଭିସ (ଓଏମ୍‌ଏଏସ୍‌) ସାକ୍ଷାତକାର ଓ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା I ଆସନ୍ତା ମାର୍ଚ୍ଚ ୧୮ ଏବଂ ୧୯ ଦୁଇ ଦିନ ଧରି କରାଯିବ I ୧୮ ତାରିଖ ଦିନ ସକାଳ ୮ ଟାରୁ ୧୦.୪୫ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟ ୧୨ ଟାରୁ ୨ ତା ୪୫ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସାକ୍ଷାତକାର ଓ ସାର୍ଟିଫିକେଟ ଯାଞ୍ଚ ହେବ I ୧୮ ରେ ୨ ପର୍ଯ୍ୟାୟରେ ମୋଟ ୩୬ ଜଣ […]

Samaya Live Picture
Published On

ଭୁବନେଶ୍ୱର : ଓଡିଶା ପୌରପାଳିକା ପ୍ରଶାସନିକ ସର୍ଭିସ (ଓଏମ୍‌ଏଏସ୍‌) ସାକ୍ଷାତକାର ଓ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା I ଆସନ୍ତା ମାର୍ଚ୍ଚ ୧୮ ଏବଂ ୧୯ ଦୁଇ ଦିନ ଧରି କରାଯିବ I ୧୮ ତାରିଖ ଦିନ ସକାଳ ୮ ଟାରୁ ୧୦.୪୫ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟ ୧୨ ଟାରୁ ୨ ତା ୪୫ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସାକ୍ଷାତକାର ଓ ସାର୍ଟିଫିକେଟ ଯାଞ୍ଚ ହେବ I

୧୮ ରେ ୨ ପର୍ଯ୍ୟାୟରେ ମୋଟ ୩୬ ଜଣ ପରୀକ୍ଷାର୍ଥୀଙ୍କର ଓ ୧୯ ତାରିଖରେ ୨ ଟି ପର୍ଯ୍ୟାୟରେ ମୋଟ ୧୯ ଜଣ ପ୍ରାର୍ଥୀଙ୍କର ସାକ୍ଷାତକାର ଓ ସାର୍ଟିଫିକେଟ ଯାଞ୍ଚ କରାଯିବ ବୋଲି ଓଡିଶା ପ୍ରଶାସନ ଏବଂ ଲୋକସେବା ଆୟୋଗ ପକ୍ଷରୁ କୁହାଯାଇଛି I

Tags: