କଟକରେ ନିର୍ମିତ ହେବ ୱାକଫ ବୋର୍ଡର ନୂଆ ଅଟ୍ଟାଳିକା
କଟକ : କଟକରେ ନିର୍ମାଣ ହେବ ୱାକଫ ବୋର୍ଡର ନୂଆ ଅଟ୍ଟାଳିକା I ଏଠାରେ ମୁସଲିମ ସମ୍ପ୍ରଦାୟଙ୍କର ସମସ୍ତ ଆଇନଗତ ସୁବିଧା ଉପଲବଦ୍ଧ ହେବ I ଏଥିପାଇଁ ଆଜି ଶିଳାନ୍ୟାସ ହୋଇଛି Iଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରିକା I ସୂଚନାନୁସାରେ,କଟକ ସ୍ଥିତ ପୁରୁଣା ସଚିବାଳୟ ନିକଟରେ ୱାକଫ ବୋର୍ଡର କାର୍ଯ୍ୟାଳୟ ରହିଛି I ଏହି ପୁରାତନ ବିଲ୍ଡିଂର ନବୀକରଣ ଲାଗି ରାଜ୍ୟ ସରକାର ୬୫ କୋଟି ଟଙ୍କାର ଅନୁଦାନ ମଂଜୁର କରିଛନ୍ତି I […]
କଟକ : କଟକରେ ନିର୍ମାଣ ହେବ ୱାକଫ ବୋର୍ଡର ନୂଆ ଅଟ୍ଟାଳିକା I ଏଠାରେ ମୁସଲିମ ସମ୍ପ୍ରଦାୟଙ୍କର ସମସ୍ତ ଆଇନଗତ ସୁବିଧା ଉପଲବଦ୍ଧ ହେବ I ଏଥିପାଇଁ ଆଜି ଶିଳାନ୍ୟାସ ହୋଇଛି Iଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରିକା I
ସୂଚନାନୁସାରେ,କଟକ ସ୍ଥିତ ପୁରୁଣା ସଚିବାଳୟ ନିକଟରେ ୱାକଫ ବୋର୍ଡର କାର୍ଯ୍ୟାଳୟ ରହିଛି I ଏହି ପୁରାତନ ବିଲ୍ଡିଂର ନବୀକରଣ ଲାଗି ରାଜ୍ୟ ସରକାର ୬୫ କୋଟି ଟଙ୍କାର ଅନୁଦାନ ମଂଜୁର କରିଛନ୍ତି I ଆଜିର ଶିଳାନ୍ୟାସରେ କଟକ ମେୟର ସୁବାସ ସିଂ,ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ I




