ଟ୍ୱିନ ସିଟିରେ ଚାଲୁ ରହିବ ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ୱର : ଚାଲୁ ରହିବ ମେଟ୍ରୋ ପ୍ରକଳ୍ପ । ଟ୍ୱିନ ସିଟିରେ ଯାତାୟାତ ସୁଗମ କରିବା ପାଇଁ ଚାଲୁ ରହିବ ମେଟ୍ରୋ ପ୍ରକଳ୍ପ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ରାଜ୍ୟ ବଜେଟ ସ୍ଥିତି ସମୀକ୍ଷା ପରେ ଦରକାର ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ । କେନ୍ଦ୍ର ସରକାର ଏଥିପାଇଁ ନିଶ୍ଚିତ ଭାବରେ ଓଡିଶାକୁ ସାହାଯ୍ୟ କରିବେ । ରାଜ୍ୟର ବିକାଶ ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ଚାଲୁ ରହିବ ମେଟ୍ରୋ ପ୍ରକଳ୍ପ । ଟ୍ୱିନ ସିଟିରେ ଯାତାୟାତ ସୁଗମ କରିବା ପାଇଁ ଚାଲୁ ରହିବ ମେଟ୍ରୋ ପ୍ରକଳ୍ପ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।

ରାଜ୍ୟ ବଜେଟ ସ୍ଥିତି ସମୀକ୍ଷା ପରେ ଦରକାର ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ । କେନ୍ଦ୍ର ସରକାର ଏଥିପାଇଁ ନିଶ୍ଚିତ ଭାବରେ ଓଡିଶାକୁ ସାହାଯ୍ୟ କରିବେ । ରାଜ୍ୟର ବିକାଶ ପାଇଁ ଡବଲ ଇଂଜିନ ସରକାର ଏଥିପାଇଁ ପ୍ରାଥମିକତା ଦେଇଛନ୍ତି । ମେଟ୍ରୋ ଏକ ବଡ଼ ବ୍ୟବସ୍ଥା । ବର୍ଷାଦିନେ କିଭଳି କାମ ଚାଲିବ ଏବଂ ମେଟ୍ରୋ ପ୍ରକଳ୍ପକୁ କିଭଳି ତ୍ୱରାନିତ କରାଯିବ ସେନେଇ ଆଲୋଚନା କରାଯିବ ।

Tags: