ଅନୁଷ୍ଠିତ ହେଲା ଶେଷ କ୍ୟାବିନେଟ ବୈଠକ
ଭୁବନେଶ୍ୱର :ଓଡ଼ିଶାରେ ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଶେଷ ବୈଠକ। ବୈଠକରେ ବିଧାନସଭା ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ମୋହର ବାଜିଛି । କ୍ୟାବିନେଟର ନିଷ୍ପତି ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଜୁନ୍ ୨୪ ପର୍ଯ୍ୟନ୍ତ ନବୀନ ସରକାର କାର୍ଯ୍ୟକାଳ ରହିଛ। ସୂଚନାନୁସାରେ, ଜୁନ ୪ ଅର୍ଥାତ୍ ମଙ୍ଗଳବାର ଲୋକ ସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବାକୁ ଯାଉଛି। […]
ଭୁବନେଶ୍ୱର :ଓଡ଼ିଶାରେ ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଶେଷ ବୈଠକ। ବୈଠକରେ ବିଧାନସଭା ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ମୋହର ବାଜିଛି । କ୍ୟାବିନେଟର ନିଷ୍ପତି ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଜୁନ୍ ୨୪ ପର୍ଯ୍ୟନ୍ତ ନବୀନ ସରକାର କାର୍ଯ୍ୟକାଳ ରହିଛ।
ସୂଚନାନୁସାରେ, ଜୁନ ୪ ଅର୍ଥାତ୍ ମଙ୍ଗଳବାର ଲୋକ ସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବାକୁ ଯାଉଛି। ତେବେ ଭୋଟ ଫଳାଫଳ ପୂର୍ବରୁ ଏହା ଶେଷ ବୈଠକ ବୋଲି ଜଣାପଡିଛି।




