୪୪ ଡିଗ୍ରୀ ପାର ହେବା ସହିତ ସର୍ବାଧିକ ଉତପ୍ତ ସହର ରାଜଧାନୀ

ଭୁବନେଶ୍ୱର : ରାଜଧାନୀରେ ଅଗ୍ନିଵର୍ଷା । ଆଜି ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଛି ଭୁବନେଶ୍ୱର I ଆଜି ସକାଳ ୧୧ ତା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ପହଂଚିଥିବାବେଳେ ଦିନ ୧ ଟାଏ ବେଳକୁ ୪୪ ଡିଗ୍ରୀ ପାର କରିଥିଲା ତାପମାତ୍ରା I ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ତାପମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା କରୁଛି ପାଣିପାଗ ବିଭାଗ । ସେହିପରି ଆଜି ୧୪ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଅଗ୍ନିଵର୍ଷା । ଆଜି ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଛି ଭୁବନେଶ୍ୱର I ଆଜି ସକାଳ ୧୧ ତା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ପହଂଚିଥିବାବେଳେ ଦିନ ୧ ଟାଏ ବେଳକୁ ୪୪ ଡିଗ୍ରୀ ପାର କରିଥିଲା ତାପମାତ୍ରା I ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ତାପମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା କରୁଛି ପାଣିପାଗ ବିଭାଗ । ସେହିପରି ଆଜି ୧୪ ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି I ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ମଧ୍ୟରେ ବୃଦ୍ଧି ହେବ I ୬ ତାରିଖ ଯାଏଁ ହିଟ ୱେଭ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I

Tags: