ଝିଅର ଗରମ ପାଣି ମାଡ଼ରେ ବାପାର ଆଖି ନଷ୍ଟ
ଭୁବନେଶ୍ୱର : ପାରିବାରିକ କଳହର ଉଗ୍ର ରୂପ I ନିଜ ଜନ୍ମ କଲା ବାପାକୁ ଆକ୍ରମଣ କରିବାକୁ ପଛାଇଲାନି ଝିଅ I ରାଗ ଜଳରେ ହିତାହିତ ଜ୍ଞାନ ଭୁଲି ବାପା ମୁହଁକୁ ଛାଟିଲା ଗରମପାଣି I ଏଥିରେ ବାପା ଗୁରତର ହେବI ସହିତ ତାଙ୍କ ବାମପଟ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନାମିଳିଛି I ଘଟଣା ଘଟିଛି ଭରତପୁର ଥାନା ଭରତପୁର ବସ୍ତିରେ। ଗୁରୁତର ଆହତ ହୋଇଥିବା ବାପା ହେଉଛନ୍ତି ରମେଶସାସମଲଇ ଏବଂ ତାଙ୍କ ଝିଅ ହେଉଛି […]
ଭୁବନେଶ୍ୱର : ପାରିବାରିକ କଳହର ଉଗ୍ର ରୂପ I ନିଜ ଜନ୍ମ କଲା ବାପାକୁ ଆକ୍ରମଣ କରିବାକୁ ପଛାଇଲାନି ଝିଅ I ରାଗ ଜଳରେ ହିତାହିତ ଜ୍ଞାନ ଭୁଲି ବାପା ମୁହଁକୁ ଛାଟିଲା ଗରମପାଣି I ଏଥିରେ ବାପା ଗୁରତର ହେବI ସହିତ ତାଙ୍କ ବାମପଟ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନାମିଳିଛି I ଘଟଣା ଘଟିଛି ଭରତପୁର ଥାନା ଭରତପୁର ବସ୍ତିରେ। ଗୁରୁତର ଆହତ ହୋଇଥିବା ବାପା ହେଉଛନ୍ତି ରମେଶସାସମଲଇ ଏବଂ ତାଙ୍କ ଝିଅ ହେଉଛି ଭାଗ୍ୟଲକ୍ଷ୍ମୀ । ଗୁରୁତର ଅବସ୍ଥାରେ ରମେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ Iପୋଲିସ ଝିଅ ଭାଗ୍ୟଲକ୍ଷ୍ମୀକୁ ଡାକି ପଚାରଉଚରା କରୁଛି ।




